୧୦୦ ଛୁଆର ମାଆ ହେବାର ଇଚ୍ଛା

ମହାଭାରତରେ ଗାନ୍ଧାରୀଙ୍କର ଶହେ ପୁତ୍ର ଥିଲେ | ସାବିତ୍ରୀ ମଧ୍ୟ ସ୍ୱାମୀ ସତ୍ୟବାନକୁ ବଞ୍ଚାଇବା ଲାଗି ଯମଦେବତାଙ୍କ ଠାରୁ ଛଳ କରି ଶହେ ପୁତ୍ରର ଜନନୀ ହେବାକୁ ବର ମାଗିଥିଲେ | ତେବେ ବର୍ତ୍ତମାନ ଯୁଗରେ ରୁଷିଆର ୨୩ ବର୍ଷୀୟା କୋଟିପତି କ୍ରିଷ୍ଟିନା ଓତୁର୍କ ଶତସନ୍ତାନର ଜନନୀ ହେବାକୁ ଇଚ୍ଛା କରିବା ଚର୍ଚ୍ଚାର ବିଷୟ ହୋଇଛି | ଅବଶ୍ୟ, ସେ ସନ୍ତାନମାନଙ୍କୁ ସ୍ୱାଭାବିକ ପ୍ରକ୍ରିୟାରେ ନିଜ ଗର୍ଭରୁ ଜନ୍ମ ଦେଇ ନୁହେଁ, ବରଂ ଅନ୍ୟ ଜରାୟୁ ମାଧ୍ୟ୍ୟମ( … Read more

ସ୍ୱାମୀ ସହ କରନ୍ତୁ ଏହି କାମ ଧନର ହେବ ବର୍ଷା

ବନ୍ଧୁଗଣ ଆମ ଭାରତୀୟ ସମାଜରେ ବହୁତ ଲୋକ ଏମିତି ଅଛନ୍ତି, ଯେକି ଧର୍ମକୁ ମାନିଥାନ୍ତି ଏବଂ ବହୁତ ଲୋକ ଏମିତି ବି ଅଛନ୍ତି ଯେଉଁମାନେ ଧର୍ମକୁ ମାନି ନଥାନ୍ତି | ବନ୍ଧୁଗଣ ସକାଳୁ ଉଠିବା ସ୍ୱାସ୍ଥ୍ୟ ପାଇଁ ବହୁତ ଭଲ ହୋଇଥାଏ | ଖାସ୍ କରି ସକାଳୁ ଜଲଦି ଉଠିବା କେବଳ ଏତିକି ନୁହେଁ ଶାସ୍ତ୍ରରେ କୁହାଯାଇଛି କି ସକାଳୁ ଉଠି କଣ କରିବା ଦରକାର ଏବଂ କ’ଣ ନକରିବା ଉଚିତ ହୋଇନଥାଏ | ଏମିତିରେ ଆମେ … Read more

ସମସ୍ୟା ସମାଧାନରେ ବାସ୍ତୁବିଦ୍ୟା କଇଁଛ

ଫେଙ୍ଗ-ଶୁଇ ମତରେ କଇଁଛକୁ ସ୍ଥିରତା ଓ ଦୀର୍ଘାୟୁର ପ୍ରତୀକରୂପେ ଗ୍ରହଣ କରାଯାଇଛି | ଏହାକୁ କକ୍ଷର ଉତ୍ତର ପଟ କାନ୍ଥର ଯେକୌଣସି କୋଣରେ ସ୍ଥାପନା କରାଯାଏ | ଗୋଟିଏ କାଗଜରେ ନାଲିକାଳିରେ ନିଜର ଇଚ୍ଛା(ସମ୍ଭବପର)କୁ ଲେଖି କାଗଜକୁ ଚଉଟି,କଇଁଛ ପେଟରେ ରଖି,କଇଁଛକୁ କିଛି ପାଣିରେ ରଖିବ, ଯେପରି କଇଁଛର ମୁଣ୍ଡ ପାଣିରେ ବୁଡ଼ିବ ନାହିଁ | ଏହାଦ୍ୱାରା କାଗଜରେ ଲେଖାଯାଇ ଥିବା ଇଚ୍ଛା ଅଳ୍ପ ଦିନରେ ପୁରଣ ହୁଏ ବୋଲି ଫେଙ୍ଗ-ଶୁଇଙ୍କ ମତ | ଇଚ୍ଛା ପୁରଣ … Read more

ବିଲେଇ ଦେଖିଲେ ପଛକୁ ଫେରନ୍ତି କାହିଁକି ?

ବିଲେଇ ଏକ ଗୃହପାଳିତ ଜୀବ | ତେଣୁ ତାକୁ ଦେଖିଲେ ଅଶୁଭ ନୁହେଁ | ବିଲେଇ ମଣିଷର ଶତ୍ରୁ ମୂଷାକୁ ଖାଇଯାଏ | ତେଣୁ ଉପକାରୀ | କେବଳ ରାସ୍ତା କାଟିଲେ ଅର୍ଥାତ ଯିବା ଆସିବା ସମୟରେ ରାସ୍ତାର ଗୋଟିଏ ପାଖରୁ ଅନ୍ୟ ପାଖକୁ ହଠାତ ଚାଲିଗଲେ ଅଶୁଭ | ଅଧିକାଂଶ ସମୟରେ କୁକୁର ଗୋଡ଼ାଇଲେ କୁକୁର ସହ ଧକା ହେବ ଏବଂ କୁକୁର କାମୁଡି ହେବ | ଏହା ବିପଦ ପୂର୍ଣ୍ଣ ନୁହେଁ କି ? … Read more

ହନୁମାନଙ୍କ ଦେହରେ ସିନ୍ଦୁର ବୋଳନ୍ତି କାହିଁକି ?

” ଅଭୁତ ରାମାୟଣ ” ଅନୁସାରେ ଥରେ ଏକ ମଙ୍ଗଳବାର ଦିନ ସକାଳେ ହନୁମାନଙ୍କୁ ଭୋକ ଲାଗିବାରୁ କିଛି ଫଳ ଆଣିବା ପାଇଁ ସେ ମାତା ସୀତାଙ୍କ ପାଖରେ ପହଞ୍ଚିଲେ | ସୀତା ସେତେବେଳେ ନିଜ ସୀମନ୍ତରେ ସିନ୍ଦୁର ଲଗାଉଥିଲେ | ଏହାଦେଖି ହନୁମାନ, ସିନ୍ଦୁର ଲଗାଇବାର କାରଣ କଣ ସୀତାଙ୍କୁ ପଚାରିଲେ | ସୀତା କହିଲେ, ସଧବା ସ୍ତ୍ରୀ ଲୋକମାନେ ସ୍ୱାମୀର ମଙ୍ଗଳ ପାଇଁ ସୀମନ୍ତରେ ସିନ୍ଦୁର ଲଗାନ୍ତି | ଏ କଥା ଶୁଣି , … Read more

ପୂଜାଘର ଗୃହସଜ୍ଜା କିଭଳି କରିବେ ?

ବନ୍ଧୁଗଣ ଆଜିକାଲି ଧନୀଲୋକ ଏବଂ ପ୍ରତିଷ୍ଠିତ ବ୍ୟବସାୟ ପ୍ରତିଷ୍ଠାନମାନେ ଅଭ୍ୟନ୍ତରୀଣ ସଜ୍ଜସଜା ପାଇଁ ଏଭଳି ବିଶେଷ ଶିକ୍ଷାପ୍ରାପ୍ତ ବିଶେଷଜ୍ଞମାନଙ୍କୁ ନିଯୁକ୍ତି ଦେଉଛନ୍ତି | କିନ୍ତୁ ମନେରଖିବା କଥା ଯେ ଏସବୁ ବିଷୟରେ ମଧ୍ୟ ବାସ୍ତୁ ସିଦ୍ଧାନ୍ତ ପାଳନ କରିବା ଆବଶ୍ୟକ | ପୂଜାଘର ଗୃହର ସାଜ୍ଜସଜା ବିଷୟରେ ବାସ୍ତୁସିଦ୍ଧାନ୍ତକୁ ନିମ୍ନରେ ଦିଆଯାଇଛି | ୧. ଠାକୁରଙ୍କ ମୃର୍ତ୍ତି ବା ଫଟୋ ପୂଜାଘରର ପୂର୍ବ ଓ ପଶ୍ଚିମ ପାଖରେ ରଖିବ | ପୂଜାକରିବା ସମୟରେ ବ୍ୟକ୍ତିର ମୁହଁ ପୂର୍ବ … Read more

ରୁଦ୍ରାକ୍ଷ ଓ ତୁଳସୀମାଳା ପିନ୍ଧନ୍ତି କାହିଁକି ?

ଆମ ଦେଶରେ ଲୋକେ ରୁଦ୍ରାକ୍ଷ ଓ ତୁଳସୀମାଳା ପିନ୍ଧନ୍ତି | ରୁଦ୍ରାକ୍ଷ ଓ ତୁଳସୀମାଳା ପିନ୍ଧିଲେ କଣ୍ଠମାଳ ଓ ଗଳଣ୍ଡ ଆଦି ରୋଗ ହୁଏ ନାହିଁ | ଶିବ ପୁରାଣ ଅନୁସାରେ, ଯଥା ଚ ଦୃଶ୍ୟତେ ଲୋକେ ରୁଦ୍ରାକ୍ଷ ଫଳଦ ଶୁଭ ନ ତଥା ଦୃଶ୍ୟତେ ଅନ୍ୟା ଚ ମାଳିକା ପରମେଶ୍ୱରୀ || ଅର୍ଥାତ ରୁଦ୍ରାକ୍ଷମାଳା ଭଳି ଅନ୍ୟ କୌଣସି ମାଳା ଶୁଭଫଳଦାୟକ ହୁଏ ନାହିଁ | ରୁଦ୍ରାକ୍ଷମାଳା ଶ୍ରଦ୍ଧାପୂର୍ବକ ଵିଧି – ବିଧାନ ଅନୁସାରେ ଧାରଣ … Read more

“ପୋଇ” ଖାଇବା ଦ୍ଵାରା କ’ଣ ହୋଇଥାଏ, ଜାଣିବା ଭୟଙ୍କର କଥା

ପୋଇ ଖାଇବା ଶରୀର ପାଇଁ ଲାଭ ଦାୟକ ହୋଇଥାଏ | ଏହାକୁ ଲୋକମାନେ ସାଲାଟ, ତରକାରୀ କରି ଖାଇବାକୁ ପସନ୍ଦ କରିଥାନ୍ତି | ଭିଟାମିନ କ୍ୟାଲୋରୀ ଭଳି କାର୍ବୋହାଇଡ୍ରେଟ୍ ଏବଂ ଆଇରନ୍ ରେ ଭରପୂର ଥିବା ଏହି ପୋଇ ଶରୀରର ଅନେକ ସମସ୍ୟାକୁ ଦୂର କରିଥାଏ | ପ୍ରତି ଦିନ ଏହାକୁ ଖାଇବା ଦ୍ଵାରା ଶରୀରର ରକ୍ତର ଅଭାବ ଦୂର ହୋଇଥାଏ | ବନ୍ଧୁଗଣ ଆସନ୍ତୁ ଜାଣିବା ପୋଇ ଖାଇବା ଦ୍ଵାରା ଶରୀରକୁ ମିଳୁଥିବା ଅନେକ ଉପକାରିତା … Read more

ଅଧ ରାତିରେ ପରିଶ୍ରା ଲାଗୁଥିଲେ, ତେବେ ଜାଣନ୍ତୁ କ’ଣ କରିବେ

ବନ୍ଧୁଗଣ ଆପଣଙ୍କୁ ଯଦି ଅଧ ରାତିରେ ପରିଶ୍ରା ଲାଗୁଛି ତେବେ କ’ଣ ସାବଧାନ ଅଵଲମ୍ବନ କରିବେ | ଆସନ୍ତୁ ଜାଣିବା ସେହି ବିଷୟରେ ପ୍ରତ୍ୟେକ ମଣିଷ ପ୍ରତିଦିନ ଅଧିକ ପରିମାଣରେ ପାଣି ପିଇବା ଜରୁରୀ ଅଟେ | ପାଣିକୁ ସଠିକ ମାତ୍ରାରେ ପିଇବା ଦ୍ଵାରା ଶରୀରକୁ ଅନେକ ଲାଭ ମିଳିଥାଏ | ପରିଶ୍ରା କରିବା ଆମ ସ୍ୱାସ୍ଥ୍ୟ ପାଇଁ ଭଲ କାର୍ଯ୍ୟ ଅଟେ | ଆମେ ରାତିରେ ଆଖି ଖୋଲୁ ଖୋଲୁ ପରିଶ୍ରା ଲାଗିଯାଏ କିନ୍ତୁ ଏହି … Read more