“ପୋଇ” ଖାଇବା ଦ୍ଵାରା କ’ଣ ହୋଇଥାଏ, ଜାଣିବା ଭୟଙ୍କର କଥା

ପୋଇ ଖାଇବା ଶରୀର ପାଇଁ ଲାଭ ଦାୟକ ହୋଇଥାଏ | ଏହାକୁ ଲୋକମାନେ ସାଲାଟ, ତରକାରୀ କରି ଖାଇବାକୁ ପସନ୍ଦ କରିଥାନ୍ତି | ଭିଟାମିନ କ୍ୟାଲୋରୀ ଭଳି କାର୍ବୋହାଇଡ୍ରେଟ୍ ଏବଂ ଆଇରନ୍ ରେ ଭରପୂର ଥିବା ଏହି ପୋଇ ଶରୀରର ଅନେକ ସମସ୍ୟାକୁ ଦୂର କରିଥାଏ | ପ୍ରତି ଦିନ ଏହାକୁ ଖାଇବା ଦ୍ଵାରା ଶରୀରର ରକ୍ତର ଅଭାବ ଦୂର ହୋଇଥାଏ |
ବନ୍ଧୁଗଣ ଆସନ୍ତୁ ଜାଣିବା ପୋଇ ଖାଇବା ଦ୍ଵାରା ଶରୀରକୁ ମିଳୁଥିବା ଅନେକ ଉପକାରିତା ବିଷୟରେ

୧. କିଛି ଲୋକ ପୋଇକୁ କେବଳ ଶରୀରର ହେମୋଗ୍ଲୋବିନ୍ ବଢ଼ାଇବା ପାଇଁ ବ୍ୟବହାର କରିଥାନ୍ତି କିନ୍ତୁ | ଏଥିରେ ଅନେକ ପ୍ରକାରର ଉପକାରୀ ଗୁଣ ରହିଛି | ଏହା ହେମୋଗ୍ଲୋବିନ୍ ବଢ଼ାଇବା ସହିତ ଶରୀରକୁ ସ୍ୱସ୍ଥ ରହିଥାଏ |
୨. ପୋଇ ଶରୀର ଏବଂ କେଶ ପାଇଁ ମଧ୍ୟ ଲାଭ ଦାୟକ ହୋଇଥାଏ | ଯେଉଁମାନଙ୍କର କେଶ ଝଡ଼ିବାର ସମସ୍ୟା ରହିଛି | ସେମାନେ ପୋଇକୁ ସେମାନେ ନିଜ ଖାଦ୍ୟରେ ସାମିଲ କରିବା ଉଚିତ | ଯାହା ଶରୀରରେ ଆଇରନ୍ ଅଭାବରୁ ଦୂର କରି କେଶ ଝଡ଼ିବା ବନ୍ଦ କରିଥାଏ |
୩. ପୋଇ ତୁଚ୍ଛାର ଅନେକ ସମସ୍ୟା ଦୂର କରିଥାଏ | ଚର୍ମ ଲୋଚା କୁଚା ହୋଇ ଯାଇଥିଲେ ପୋଇ ଏବଂ ଲେମ୍ବୁ ରସରେ କିଛି ବୁନ୍ଦା ଗ୍ଲାସରେ ମିଶାଇ ରାତିରେ ଶୋଇବା ପୂର୍ବରୁ ଲଗାନ୍ତୁ ଧିରେ ଧିରେ ଚର୍ମ ଜନିତ ରୋଗ ଦୂର ହୋଇଯିବ |
୪. ଯଦି ଆପଣଙ୍କର ପାଇରିଆ ସମସ୍ୟା ରହିଛି ତେବେ କଞ୍ଚା ପୋଇର ପତ୍ର ଚୁବାଇବା ଆରମ୍ଭ କରନ୍ତୁ |
୫. ପୋଇର ପତ୍ରର ରସରେ ଗାଜର ରସ ମିଶାଇ ପିଇବା ଦ୍ଵାରା ପେଟର ଚର୍ବି କମ୍ ହୋଇଥାଏ | ଯଦି ଆପଣ ମୋଟା ପଣ ସମସ୍ୟା ଦ୍ଵାରା ଗତି କରୁଛନ୍ତି ତେବେ ପୋଇ ରସ ସହିତ ଗାଜର ରସ ମିଶାଇ ପିଅନ୍ତୁ |

Leave a Comment