ଅଭିନେତା ମିହିର ଦାସଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି

ଡିସେମ୍ବର ୯ ତାରିଖ କିଡନୀ ସମ୍ବନ୍ଧୀୟ ସମସ୍ୟା ପାଇଁ ଲୋକପ୍ରିୟ ଓଲିଉଡ ଅଭିନେତା ମିହିର ଦାସଙ୍କୁ ଗୁରୁବାର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି |ସେ କଟକସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ବୋଲି ସୂତ୍ରରୁ ପ୍ରକାଶ।ମିହିର ଦାସ ଗତ କିଛି ବର୍ଷରୁ କିଡନୀ ସମ୍ବନ୍ଧୀୟ ରୋଗରେ ପୀଡିତ ଥିଲେ ଏବଂ ନେଫ୍ରୋଲୋଜିଷ୍ଟଙ୍କ ତତ୍ତ୍ ଅନୁସାରେ ସାବଧାନରେ ଔଷଧ ଜାରି ରଖିଥିଲେ। ତେବେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଆଜି ବିଗିଡି ଯାଇଥିବା ବେଳେ ସେ ଶ୍ୱାସକ୍ରିୟାରେ ଅସନ୍ତୋଷ ପ୍ରକାଶ … Read more

ଝିଲିକ୍ କ ସ୍ୱାମୀ ରାଗି ଗଲେ ଝିଲିକ୍ ଉପରେ

ଝିଲିକ୍ ପ୍ରଥମ ଥର ୨୦୧୩ ରେ ଓଡ଼ିଆ ଚଳଚ୍ଚିତ୍ର ଟାର୍ଗେଟ ରେ କାମ କରିଥିଲେ | ଏହା ପରେ ସେ ବାବୁସାନଙ୍କ ସହିତ ” ଆଖିରେ ଆଖିରେ ” ଚଳଚ୍ଚିତ୍ର ରେ ଅଭିନୟ କରିଥିଲେ | ଝିଲିକ୍ ଓଡ଼ିଆ ଏବଂ ବଙ୍ଗାଳୀ ଭାଷାରେ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି | ଝିଲିକ୍ ଜନ୍ମ ଭୂମି ହେଉଛି କୋଲକାତା | ଝିଲିକ୍ ସବୁ ସମୟରେ ହସଖୁସି ରେ ରହିବାକୁ ବହୁତ ପସନ୍ଦ କରନ୍ତି | ଓଡ଼ିଶାରେ ଝିଲିକ୍ ଙ୍କ ବହୁତ … Read more

ଗୁରୁବାର ଦିନ କେଉଁ କାମ କଲେ ଶୁଭ ହୋଇଥାଏ , ଜାଣନ୍ତୁ !

ମାର୍ଗଶୀର ମାସ ଗୁରୁବାର ଦିନରେ ଭୁଲ ରେ ବି କରନ୍ତୁ ନାହିଁ, ଏହି ସବୁ କାମ | ହିନ୍ଦୁ ଧର୍ମରେ ଗୁରୁବାର ଦିନ ଦେବ ବୃହସ୍ପତିକୁ ପୂଜା କରାଯାଇ ଥାଏ | ଗୁରୁବାର ମା ଲଷ୍ମୀ ଙ୍କର ଅତି ପ୍ରିୟ ଦିନ ହୋଇଥାଏ | ଅନ୍ୟ ଗୁରୁବାର ଦିନ ଅପେକ୍ଷା ମାର୍ଗଶୀର ଗୁରୁବାର ବହୁତ ପ୍ରିୟ ବାର ହୋଇଥାଏ | ଏହି ଦିନ ମା ଲଷ୍ମୀଙ୍କୁ ପୂଜା କରିବା ଦ୍ୱାରା ମା ଲଷ୍ମୀଙ୍କର ଆଗମନ ଗୃହକୁ ହୋଇଥାଏ … Read more

ହନୁମାନଙ୍କ ଦେହରେ ସିନ୍ଦୁର ବୋଳନ୍ତି କାହିଁକି ?

” ଅଭୁତ ରାମାୟଣ ” ଅନୁସାରେ ଥରେ ଏକ ମଙ୍ଗଳବାର ଦିନ ସକାଳେ ହନୁମାନଙ୍କୁ ଭୋକ ଲାଗିବାରୁ କିଛି ଫଳ ଆଣିବା ପାଇଁ ସେ ମାତା ସୀତାଙ୍କ ପାଖରେ ପହଞ୍ଚିଲେ | ସୀତା ସେତେବେଳେ ନିଜ ସୀମନ୍ତରେ ସିନ୍ଦୁର ଲଗାଉଥିଲେ | ଏହାଦେଖି ହନୁମାନ, ସିନ୍ଦୁର ଲଗାଇବାର କାରଣ କଣ ସୀତାଙ୍କୁ ପଚାରିଲେ | ସୀତା କହିଲେ, ସଧବା ସ୍ତ୍ରୀ ଲୋକମାନେ ସ୍ୱାମୀର ମଙ୍ଗଳ ପାଇଁ ସୀମନ୍ତରେ ସିନ୍ଦୁର ଲଗାନ୍ତି | ଏ କଥା ଶୁଣି , … Read more

ରୁଦ୍ରାକ୍ଷ ଓ ତୁଳସୀମାଳା ପିନ୍ଧନ୍ତି କାହିଁକି ?

ଆମ ଦେଶରେ ଲୋକେ ରୁଦ୍ରାକ୍ଷ ଓ ତୁଳସୀମାଳା ପିନ୍ଧନ୍ତି | ରୁଦ୍ରାକ୍ଷ ଓ ତୁଳସୀମାଳା ପିନ୍ଧିଲେ କଣ୍ଠମାଳ ଓ ଗଳଣ୍ଡ ଆଦି ରୋଗ ହୁଏ ନାହିଁ | ଶିବ ପୁରାଣ ଅନୁସାରେ, ଯଥା ଚ ଦୃଶ୍ୟତେ ଲୋକେ ରୁଦ୍ରାକ୍ଷ ଫଳଦ ଶୁଭ ନ ତଥା ଦୃଶ୍ୟତେ ଅନ୍ୟା ଚ ମାଳିକା ପରମେଶ୍ୱରୀ || ଅର୍ଥାତ ରୁଦ୍ରାକ୍ଷମାଳା ଭଳି ଅନ୍ୟ କୌଣସି ମାଳା ଶୁଭଫଳଦାୟକ ହୁଏ ନାହିଁ | ରୁଦ୍ରାକ୍ଷମାଳା ଶ୍ରଦ୍ଧାପୂର୍ବକ ଵିଧି – ବିଧାନ ଅନୁସାରେ ଧାରଣ … Read more