ସ୍ୱାମୀ ସହ କରନ୍ତୁ ଏହି କାମ ଧନର ହେବ ବର୍ଷା

ବନ୍ଧୁଗଣ ଆମ ଭାରତୀୟ ସମାଜରେ ବହୁତ ଲୋକ ଏମିତି ଅଛନ୍ତି, ଯେକି ଧର୍ମକୁ ମାନିଥାନ୍ତି ଏବଂ ବହୁତ ଲୋକ ଏମିତି ବି ଅଛନ୍ତି ଯେଉଁମାନେ ଧର୍ମକୁ ମାନି ନଥାନ୍ତି | ବନ୍ଧୁଗଣ ସକାଳୁ ଉଠିବା ସ୍ୱାସ୍ଥ୍ୟ ପାଇଁ ବହୁତ ଭଲ ହୋଇଥାଏ | ଖାସ୍ କରି ସକାଳୁ ଜଲଦି ଉଠିବା କେବଳ ଏତିକି ନୁହେଁ ଶାସ୍ତ୍ରରେ କୁହାଯାଇଛି କି ସକାଳୁ ଉଠି କଣ କରିବା ଦରକାର ଏବଂ କ’ଣ ନକରିବା ଉଚିତ ହୋଇନଥାଏ | ଏମିତିରେ ଆମେ … Read more

ଗର୍ଭରେ ଥିବା ଶିଶୁ ପୁଅ ନା ଝିଅ କିପରି ଜାଣିବେ ?

ବନ୍ଧୁଗଣ ଆଜି ଆମେ ଜାଣିବା ପେଟରେ ଥିବା ଛୁଆ ପୁଅ ନା ଝିଅ ଜନ୍ମ ହେବାର ଲକ୍ଷ୍ୟଣ ବିଷୟରେ | ଆପଣ କିପରି ଜାଣିବେ ପୁଅ ନାଁ ଝିଅ ହେବ | ଯେତେବେଳେ ଜଣେ ମହିଳା ଗର୍ଭବସ୍ଥାରେ ଥାଏ ସର୍ବ ପ୍ରଥମେ ତାଙ୍କର ଜାଣିବା ପାଇଁ ଆଗ୍ରହ ହୋଇଥାଏ, ଯେ ତାଙ୍କ ପେଟରେ ବଢୁଥିବା ଛୁଆ ପୁଅ ନାଁ ଝିଅ | ଆମ ଦେଶରେ ବ୍ରୁଣର ନିରୂପଣ କରିବା ଅପରାଧ ଅଟେ | କିନ୍ତୁ ପ୍ରତ୍ୟେକ ମାଆର … Read more

ସମସ୍ୟା ସମାଧାନରେ ବାସ୍ତୁବିଦ୍ୟା କଇଁଛ

ଫେଙ୍ଗ-ଶୁଇ ମତରେ କଇଁଛକୁ ସ୍ଥିରତା ଓ ଦୀର୍ଘାୟୁର ପ୍ରତୀକରୂପେ ଗ୍ରହଣ କରାଯାଇଛି | ଏହାକୁ କକ୍ଷର ଉତ୍ତର ପଟ କାନ୍ଥର ଯେକୌଣସି କୋଣରେ ସ୍ଥାପନା କରାଯାଏ | ଗୋଟିଏ କାଗଜରେ ନାଲିକାଳିରେ ନିଜର ଇଚ୍ଛା(ସମ୍ଭବପର)କୁ ଲେଖି କାଗଜକୁ ଚଉଟି,କଇଁଛ ପେଟରେ ରଖି,କଇଁଛକୁ କିଛି ପାଣିରେ ରଖିବ, ଯେପରି କଇଁଛର ମୁଣ୍ଡ ପାଣିରେ ବୁଡ଼ିବ ନାହିଁ | ଏହାଦ୍ୱାରା କାଗଜରେ ଲେଖାଯାଇ ଥିବା ଇଚ୍ଛା ଅଳ୍ପ ଦିନରେ ପୁରଣ ହୁଏ ବୋଲି ଫେଙ୍ଗ-ଶୁଇଙ୍କ ମତ | ଇଚ୍ଛା ପୁରଣ … Read more

ବିଲେଇ ଦେଖିଲେ ପଛକୁ ଫେରନ୍ତି କାହିଁକି ?

ବିଲେଇ ଏକ ଗୃହପାଳିତ ଜୀବ | ତେଣୁ ତାକୁ ଦେଖିଲେ ଅଶୁଭ ନୁହେଁ | ବିଲେଇ ମଣିଷର ଶତ୍ରୁ ମୂଷାକୁ ଖାଇଯାଏ | ତେଣୁ ଉପକାରୀ | କେବଳ ରାସ୍ତା କାଟିଲେ ଅର୍ଥାତ ଯିବା ଆସିବା ସମୟରେ ରାସ୍ତାର ଗୋଟିଏ ପାଖରୁ ଅନ୍ୟ ପାଖକୁ ହଠାତ ଚାଲିଗଲେ ଅଶୁଭ | ଅଧିକାଂଶ ସମୟରେ କୁକୁର ଗୋଡ଼ାଇଲେ କୁକୁର ସହ ଧକା ହେବ ଏବଂ କୁକୁର କାମୁଡି ହେବ | ଏହା ବିପଦ ପୂର୍ଣ୍ଣ ନୁହେଁ କି ? … Read more

ଯଦି କଦଳୀ ଖାଉଛନ୍ତି ଜାଣି ରଖନ୍ତୁ କଦଳୀର ଉପକାରିତା

କଦଳୀ ସାଧାରଣତଃ ଦୁଇ ପ୍ରକାର | କଞ୍ଚାକଦଳୀ ଓ ପାଚିଲା କଦଳୀ | ଉଭୟ ପ୍ରକାର କଦଳୀରେ ଟିସୁ ପ୍ରସ୍ତୁତକାରୀ ପଦାର୍ଥ, ପ୍ରୋଟିନ, ଜୀବସାର ଓ ଖଣିଜଲବଣ ପ୍ରଚୁର ପରିମାଣରେ ରହିଛି | ଏଥିରେ ଅନ୍ୟ ଫଳଭଳି ଜଳୀୟ ଅଂଶ ଅଧିକ ନାହିଁ | କଦଳୀ ପ୍ରଚୁର ଶକ୍ତି ଦିଏ | ଗୋଟିଏ ବଡ଼ ପାଚିଲା କଦଳୀ ପ୍ରାୟ ୧୦୦ କ୍ୟାଲୋରୀ ଶକ୍ତି ଦେଇଥାଏ | ଦୁଧ ପରେ କଦଳୀ ହେଉଛି ଏକମାତ୍ର ସନ୍ତୁଳିତ ଖାଦ୍ୟ | … Read more

ହନୁମାନଙ୍କ ଦେହରେ ସିନ୍ଦୁର ବୋଳନ୍ତି କାହିଁକି ?

” ଅଭୁତ ରାମାୟଣ ” ଅନୁସାରେ ଥରେ ଏକ ମଙ୍ଗଳବାର ଦିନ ସକାଳେ ହନୁମାନଙ୍କୁ ଭୋକ ଲାଗିବାରୁ କିଛି ଫଳ ଆଣିବା ପାଇଁ ସେ ମାତା ସୀତାଙ୍କ ପାଖରେ ପହଞ୍ଚିଲେ | ସୀତା ସେତେବେଳେ ନିଜ ସୀମନ୍ତରେ ସିନ୍ଦୁର ଲଗାଉଥିଲେ | ଏହାଦେଖି ହନୁମାନ, ସିନ୍ଦୁର ଲଗାଇବାର କାରଣ କଣ ସୀତାଙ୍କୁ ପଚାରିଲେ | ସୀତା କହିଲେ, ସଧବା ସ୍ତ୍ରୀ ଲୋକମାନେ ସ୍ୱାମୀର ମଙ୍ଗଳ ପାଇଁ ସୀମନ୍ତରେ ସିନ୍ଦୁର ଲଗାନ୍ତି | ଏ କଥା ଶୁଣି , … Read more

ପୂଜାଘର ଗୃହସଜ୍ଜା କିଭଳି କରିବେ ?

ବନ୍ଧୁଗଣ ଆଜିକାଲି ଧନୀଲୋକ ଏବଂ ପ୍ରତିଷ୍ଠିତ ବ୍ୟବସାୟ ପ୍ରତିଷ୍ଠାନମାନେ ଅଭ୍ୟନ୍ତରୀଣ ସଜ୍ଜସଜା ପାଇଁ ଏଭଳି ବିଶେଷ ଶିକ୍ଷାପ୍ରାପ୍ତ ବିଶେଷଜ୍ଞମାନଙ୍କୁ ନିଯୁକ୍ତି ଦେଉଛନ୍ତି | କିନ୍ତୁ ମନେରଖିବା କଥା ଯେ ଏସବୁ ବିଷୟରେ ମଧ୍ୟ ବାସ୍ତୁ ସିଦ୍ଧାନ୍ତ ପାଳନ କରିବା ଆବଶ୍ୟକ | ପୂଜାଘର ଗୃହର ସାଜ୍ଜସଜା ବିଷୟରେ ବାସ୍ତୁସିଦ୍ଧାନ୍ତକୁ ନିମ୍ନରେ ଦିଆଯାଇଛି | ୧. ଠାକୁରଙ୍କ ମୃର୍ତ୍ତି ବା ଫଟୋ ପୂଜାଘରର ପୂର୍ବ ଓ ପଶ୍ଚିମ ପାଖରେ ରଖିବ | ପୂଜାକରିବା ସମୟରେ ବ୍ୟକ୍ତିର ମୁହଁ ପୂର୍ବ … Read more

ରୁଦ୍ରାକ୍ଷ ଓ ତୁଳସୀମାଳା ପିନ୍ଧନ୍ତି କାହିଁକି ?

ଆମ ଦେଶରେ ଲୋକେ ରୁଦ୍ରାକ୍ଷ ଓ ତୁଳସୀମାଳା ପିନ୍ଧନ୍ତି | ରୁଦ୍ରାକ୍ଷ ଓ ତୁଳସୀମାଳା ପିନ୍ଧିଲେ କଣ୍ଠମାଳ ଓ ଗଳଣ୍ଡ ଆଦି ରୋଗ ହୁଏ ନାହିଁ | ଶିବ ପୁରାଣ ଅନୁସାରେ, ଯଥା ଚ ଦୃଶ୍ୟତେ ଲୋକେ ରୁଦ୍ରାକ୍ଷ ଫଳଦ ଶୁଭ ନ ତଥା ଦୃଶ୍ୟତେ ଅନ୍ୟା ଚ ମାଳିକା ପରମେଶ୍ୱରୀ || ଅର୍ଥାତ ରୁଦ୍ରାକ୍ଷମାଳା ଭଳି ଅନ୍ୟ କୌଣସି ମାଳା ଶୁଭଫଳଦାୟକ ହୁଏ ନାହିଁ | ରୁଦ୍ରାକ୍ଷମାଳା ଶ୍ରଦ୍ଧାପୂର୍ବକ ଵିଧି – ବିଧାନ ଅନୁସାରେ ଧାରଣ … Read more

“ପୋଇ” ଖାଇବା ଦ୍ଵାରା କ’ଣ ହୋଇଥାଏ, ଜାଣିବା ଭୟଙ୍କର କଥା

ପୋଇ ଖାଇବା ଶରୀର ପାଇଁ ଲାଭ ଦାୟକ ହୋଇଥାଏ | ଏହାକୁ ଲୋକମାନେ ସାଲାଟ, ତରକାରୀ କରି ଖାଇବାକୁ ପସନ୍ଦ କରିଥାନ୍ତି | ଭିଟାମିନ କ୍ୟାଲୋରୀ ଭଳି କାର୍ବୋହାଇଡ୍ରେଟ୍ ଏବଂ ଆଇରନ୍ ରେ ଭରପୂର ଥିବା ଏହି ପୋଇ ଶରୀରର ଅନେକ ସମସ୍ୟାକୁ ଦୂର କରିଥାଏ | ପ୍ରତି ଦିନ ଏହାକୁ ଖାଇବା ଦ୍ଵାରା ଶରୀରର ରକ୍ତର ଅଭାବ ଦୂର ହୋଇଥାଏ | ବନ୍ଧୁଗଣ ଆସନ୍ତୁ ଜାଣିବା ପୋଇ ଖାଇବା ଦ୍ଵାରା ଶରୀରକୁ ମିଳୁଥିବା ଅନେକ ଉପକାରିତା … Read more

ଅଧ ରାତିରେ ପରିଶ୍ରା ଲାଗୁଥିଲେ, ତେବେ ଜାଣନ୍ତୁ କ’ଣ କରିବେ

ବନ୍ଧୁଗଣ ଆପଣଙ୍କୁ ଯଦି ଅଧ ରାତିରେ ପରିଶ୍ରା ଲାଗୁଛି ତେବେ କ’ଣ ସାବଧାନ ଅଵଲମ୍ବନ କରିବେ | ଆସନ୍ତୁ ଜାଣିବା ସେହି ବିଷୟରେ ପ୍ରତ୍ୟେକ ମଣିଷ ପ୍ରତିଦିନ ଅଧିକ ପରିମାଣରେ ପାଣି ପିଇବା ଜରୁରୀ ଅଟେ | ପାଣିକୁ ସଠିକ ମାତ୍ରାରେ ପିଇବା ଦ୍ଵାରା ଶରୀରକୁ ଅନେକ ଲାଭ ମିଳିଥାଏ | ପରିଶ୍ରା କରିବା ଆମ ସ୍ୱାସ୍ଥ୍ୟ ପାଇଁ ଭଲ କାର୍ଯ୍ୟ ଅଟେ | ଆମେ ରାତିରେ ଆଖି ଖୋଲୁ ଖୋଲୁ ପରିଶ୍ରା ଲାଗିଯାଏ କିନ୍ତୁ ଏହି … Read more