ଗୁରୁବାର ଦିନ କେଉଁ କାମ କଲେ ଶୁଭ ହୋଇଥାଏ , ଜାଣନ୍ତୁ !

ମାର୍ଗଶୀର ମାସ ଗୁରୁବାର ଦିନରେ ଭୁଲ ରେ ବି କରନ୍ତୁ ନାହିଁ, ଏହି ସବୁ କାମ | ହିନ୍ଦୁ ଧର୍ମରେ ଗୁରୁବାର ଦିନ ଦେବ ବୃହସ୍ପତିକୁ ପୂଜା କରାଯାଇ ଥାଏ | ଗୁରୁବାର ମା ଲଷ୍ମୀ ଙ୍କର ଅତି ପ୍ରିୟ ଦିନ ହୋଇଥାଏ | ଅନ୍ୟ ଗୁରୁବାର ଦିନ ଅପେକ୍ଷା ମାର୍ଗଶୀର ଗୁରୁବାର ବହୁତ ପ୍ରିୟ ବାର ହୋଇଥାଏ | ଏହି ଦିନ ମା ଲଷ୍ମୀଙ୍କୁ ପୂଜା କରିବା ଦ୍ୱାରା ମା ଲଷ୍ମୀଙ୍କର ଆଗମନ ଗୃହକୁ ହୋଇଥାଏ … Read more

ଆଜି ୧ ଡିସେମ୍ବର ୨୦୨୧(ବୁଧବାର) ରାଶିଫଳ

ଆଜି ୧ ଡିସେମ୍ବର ୨୦୨୧, ବୁଧବାର ମାର୍ଗଶୀର ମାସ କୃଷ୍ଣ ପକ୍ଷ ବିଛା ୧୬ ଦିନ | ଆଜିର ସୂର୍ଯ୍ୟଉଦୟ ଏବଂ ଅସ୍ତ ଘ ୦୬/୦୭ ଘ ୦୫/୦୧ ଏବଂ ଆଜିର ଶୁଭବେଳା ଦିବା ୦୬/୫୬ ଦିବା ୦୮/୧୫  ଏହି ସମୟରେ ଆପଣମାନେ କିଛି ବି ଶୁଭ କାର୍ଯ୍ୟ ଆରମ୍ଭ କରିପାରିବେ | ବୁଧବାର ର ଆଜି ହେଉଛି ଘାତବାର “କର୍କଟ ” ଏବଂ ଘାତଚନ୍ଦ୍ର “ବୃଷ” | ଆଜି ବାଇଗଣ ଏବଂ ପୋଇ ଭକ୍ଷଣ ନିଷେଦ … Read more

ଏଥି ମଧ୍ୟରୁ ବାଛନ୍ତୁ ଗୋଟିଏ ରଙ୍ଗ ! ଜାଣନ୍ତୁ ନିଜର ଭବିଷ୍ୟତ

ବନ୍ଧୁଗଣ ଆଜି ଆମେ ଆପଣଙ୍କ ଭବିଷ୍ୟତ ବିଷୟରେ କହିବାକୁ ଯାଉଛୁ | ଏହି ଯେଉଁ ଫଟୋରେ ତିନୋଟି ରଙ୍ଗର ଫୁଲଟିକୁ ଦେଖୁଛନ୍ତି | ଆପଣ ପ୍ରଥମେ ଭଲ ଭାବରେ ଦେଖନ୍ତୁ ଏବଂ ଆପଣ ଏଥି ମଧ୍ୟରୁ ଗୋଟିଏ ରଙ୍ଗର ଫୁଲକୁ ବାଛନ୍ତୁ | ଏହି ରଙ୍ଗର ଚୟନରୁ ଆପଣଙ୍କର ଭବିଷ୍ୟତ ବିଷୟରେ ଆମେ ଆପଣଙ୍କୁ କିଛି କହିବୁ | ଦେଖନ୍ତୁ ଆଜିକା ଜୀବନରେ ଲୋକମାନେ ଯେତିକି ପ୍ରଗତି କରୁଛନ୍ତି ଏବଂ ଅନ୍ଧ ବିଶ୍ୱାସକୁ ମଧ୍ୟ ସମାଜରେ ବୃଦ୍ଧି … Read more

ମା ଲଷ୍ମୀଙ୍କର ବାସ ସବୁବେଳେ ଏହି ମହିଳାଙ୍କର ଘରେ ରହିଥାନ୍ତି |

ଆମ ହିନ୍ଦୁ ଧର୍ମରେ ମହିଳାମାନଙ୍କୁ ଦେବୀଙ୍କ ରୂପରେ ଦେଖା ଯାଇଥାଏ | ମହିଳାମାନଙ୍କୁ ମା ଲଷ୍ମୀ, ମା ସରସ୍ବତୀ ଏବଂ ମା ପାର୍ବତୀ ରୂପରେ ମାନା ଯାଇଥାଏ | ପ୍ରତ୍ୟେକ ପୁରୁଷର ଅଧାଗିନୀ ହୋଇଥାନ୍ତି | ପୁରୁଷ ଜୀବନରେ ଉନ୍ନତିର କାରଣ ତାଙ୍କର ସ୍ତ୍ରୀକୁ ମାନା ଯାଇଛି | ଗରୁଡ଼ ପୁରାଣରେ ଶ୍ରେଷ୍ଟ ସ୍ତ୍ରୀ ଙ୍କ ବିଷୟରେ ବର୍ଣ୍ଣନା କରାଯାଇଛି | ଯେଉଁ ମହିଳାଙ୍କ ଭିତରେ ଏହି ୭ଟି ଲକ୍ଷଣ ରହିଥାଏ | ସେ ମା ଲଷ୍ମୀଙ୍କ … Read more

ଅପରାଜିତା ଫୁଲର ଔଷଧୀୟ ଗୁଣ, ଜାଣନ୍ତୁ କଣ ରୋଗ ହୋଇଥାଏ ଭଲ

ଅପରାଜିତା ଫୁଲର ଅନେକ ଔଷଧୀୟ ଗୁଣ ରହିଥାଏ | ଏହି ଫୁଲର ଅନ୍ୟକ ନାମ ରହିଛି, ଏହାକୁ ଅଶ୍ୱଖୁରା ନାମରେ କୁହାଯାଏ | ଏହି ଫୁଲ ସାଧାରଣତ ଦୁଇଟି ରଙ୍ଗର ହୋଇଥାଏ | ଧଳା ଓ ନୀଳ ଦୁଇଟି ରଙ୍ଗର ଫୁଲ ଥାଏ | ନୀଳ ରଙ୍ଗର ଫୁଲ ଭଗବାନ ଶ୍ରୀ କୃଷ୍ଣଙ୍କ ପୂଜାରେ ଲାଗିଥାଏ, ତେଣୁ ଏହାକୁ କୃଷ୍ଣକାନ୍ତା କୁହାଯାଏ | ଧଳା ଫୁଲ ଭଗବାନ ବିଷ୍ଣୁକ ପାଖରେ ପୂଜାରେ ଲାଗିଥାଏ ଏବଂ ଏହି ଫୁଲ … Read more

ମୂଷା ଯଦି ଘରେ ବାସକରେ | ତାହାଲେ ” ଶୁଭ ନା ଅଶୁଭ ” – ଘଟଣା କଣ ଜଣାନ୍ତୁ

ବନ୍ଧୁଗଣ ଭଗବାନ ଗଣେଶକୁ ବୁଦ୍ଧି ଏବଂ ଜ୍ଞାନର ଦେବତା ମାନାଯାଏ | ତାଙ୍କ ବାହାନ ମୂଷା ଅଟେ | ମୂଷା ଯେଉଁ ପ୍ରକାରେ ବାସ୍ତୁକୁ କାଟି ଛୁଟ ଛୁଟ ଖଣ୍ଡ କରି ଦିଏ | ସେହି ପ୍ରକାରରେ ଆମକୁ ବି ବୁଦ୍ଧିର ପ୍ରଭାବରେ ଜୀବନରେ ସବୁ ସମସ୍ୟାକୁ ଅଲଗା କରି ବିସ୍ଲେସଣ କରିବା ଦରକାର | ଆସନ୍ତୁ ଜାଣିବା କଳା ମୂଷା ବିଷୟରେ ଯଦି ଘରେ କଳା ମୂଷା ହଠାତ୍ ଅଧିକ ହୋଇଯାଏ | ତେବେ ବୁଝିଯିବା … Read more

୧୦୦ ଛୁଆର ମାଆ ହେବାର ଇଚ୍ଛା

ମହାଭାରତରେ ଗାନ୍ଧାରୀଙ୍କର ଶହେ ପୁତ୍ର ଥିଲେ | ସାବିତ୍ରୀ ମଧ୍ୟ ସ୍ୱାମୀ ସତ୍ୟବାନକୁ ବଞ୍ଚାଇବା ଲାଗି ଯମଦେବତାଙ୍କ ଠାରୁ ଛଳ କରି ଶହେ ପୁତ୍ରର ଜନନୀ ହେବାକୁ ବର ମାଗିଥିଲେ | ତେବେ ବର୍ତ୍ତମାନ ଯୁଗରେ ରୁଷିଆର ୨୩ ବର୍ଷୀୟା କୋଟିପତି କ୍ରିଷ୍ଟିନା ଓତୁର୍କ ଶତସନ୍ତାନର ଜନନୀ ହେବାକୁ ଇଚ୍ଛା କରିବା ଚର୍ଚ୍ଚାର ବିଷୟ ହୋଇଛି | ଅବଶ୍ୟ, ସେ ସନ୍ତାନମାନଙ୍କୁ ସ୍ୱାଭାବିକ ପ୍ରକ୍ରିୟାରେ ନିଜ ଗର୍ଭରୁ ଜନ୍ମ ଦେଇ ନୁହେଁ, ବରଂ ଅନ୍ୟ ଜରାୟୁ ମାଧ୍ୟ୍ୟମ( … Read more

ସ୍ୱାମୀ ସହ କରନ୍ତୁ ଏହି କାମ ଧନର ହେବ ବର୍ଷା

ବନ୍ଧୁଗଣ ଆମ ଭାରତୀୟ ସମାଜରେ ବହୁତ ଲୋକ ଏମିତି ଅଛନ୍ତି, ଯେକି ଧର୍ମକୁ ମାନିଥାନ୍ତି ଏବଂ ବହୁତ ଲୋକ ଏମିତି ବି ଅଛନ୍ତି ଯେଉଁମାନେ ଧର୍ମକୁ ମାନି ନଥାନ୍ତି | ବନ୍ଧୁଗଣ ସକାଳୁ ଉଠିବା ସ୍ୱାସ୍ଥ୍ୟ ପାଇଁ ବହୁତ ଭଲ ହୋଇଥାଏ | ଖାସ୍ କରି ସକାଳୁ ଜଲଦି ଉଠିବା କେବଳ ଏତିକି ନୁହେଁ ଶାସ୍ତ୍ରରେ କୁହାଯାଇଛି କି ସକାଳୁ ଉଠି କଣ କରିବା ଦରକାର ଏବଂ କ’ଣ ନକରିବା ଉଚିତ ହୋଇନଥାଏ | ଏମିତିରେ ଆମେ … Read more

ଗର୍ଭରେ ଥିବା ଶିଶୁ ପୁଅ ନା ଝିଅ କିପରି ଜାଣିବେ ?

ବନ୍ଧୁଗଣ ଆଜି ଆମେ ଜାଣିବା ପେଟରେ ଥିବା ଛୁଆ ପୁଅ ନା ଝିଅ ଜନ୍ମ ହେବାର ଲକ୍ଷ୍ୟଣ ବିଷୟରେ | ଆପଣ କିପରି ଜାଣିବେ ପୁଅ ନାଁ ଝିଅ ହେବ | ଯେତେବେଳେ ଜଣେ ମହିଳା ଗର୍ଭବସ୍ଥାରେ ଥାଏ ସର୍ବ ପ୍ରଥମେ ତାଙ୍କର ଜାଣିବା ପାଇଁ ଆଗ୍ରହ ହୋଇଥାଏ, ଯେ ତାଙ୍କ ପେଟରେ ବଢୁଥିବା ଛୁଆ ପୁଅ ନାଁ ଝିଅ | ଆମ ଦେଶରେ ବ୍ରୁଣର ନିରୂପଣ କରିବା ଅପରାଧ ଅଟେ | କିନ୍ତୁ ପ୍ରତ୍ୟେକ ମାଆର … Read more

ନିମ୍ବ ଗଛ ବା କାଠ ଜାଳନ୍ତି ନାହିଁ କାହିଁକି ?

ଆମ ଦେଶରେ ନିମ୍ବ କାଠ ଜାଳନ୍ତି ନାହିଁ କିମ୍ବା ସେଥିରେ କୌଣସି ଗୃହୋପକରଣ କରନ୍ତି ନାହିଁ | କାରଣ ନିମ୍ବ କାଠରେ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ପ୍ରତିମା ନିର୍ମାଣ କରାଯାଏ | ପ୍ରକୃତରେ ନିମ୍ବ ଏକ ଅତି ଉପକାରୀ ବୃକ୍ଷ ହୋଇଥିବାରୁ ଏଭଳି ନିୟମ କରାଯାଇଛି | ନିମ୍ବ ପତ୍ରର ବିଭିନ୍ନ ପ୍ରୟୋଗ ନିମ୍ନରେ ଦିଆଗଲା |   ପାକସ୍ଥଳୀ ବ୍ୟଥା – ନିମ୍ବ ପତ୍ରସହ ଜୀରାବାଟି ରସ ବାହାର କରି ୧୦୦ ମିଲିଲିଟର ରସ ସହ … Read more