ଝିଲିକ୍ କ ସ୍ୱାମୀ ରାଗି ଗଲେ ଝିଲିକ୍ ଉପରେ

ଝିଲିକ୍ ପ୍ରଥମ ଥର ୨୦୧୩ ରେ ଓଡ଼ିଆ ଚଳଚ୍ଚିତ୍ର ଟାର୍ଗେଟ ରେ କାମ କରିଥିଲେ | ଏହା ପରେ ସେ ବାବୁସାନଙ୍କ ସହିତ ” ଆଖିରେ ଆଖିରେ ” ଚଳଚ୍ଚିତ୍ର ରେ ଅଭିନୟ କରିଥିଲେ | ଝିଲିକ୍ ଓଡ଼ିଆ ଏବଂ ବଙ୍ଗାଳୀ ଭାଷାରେ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି | ଝିଲିକ୍ ଜନ୍ମ ଭୂମି ହେଉଛି କୋଲକାତା | ଝିଲିକ୍ ସବୁ ସମୟରେ ହସଖୁସି ରେ ରହିବାକୁ ବହୁତ ପସନ୍ଦ କରନ୍ତି | ଓଡ଼ିଶାରେ ଝିଲିକ୍ ଙ୍କ ବହୁତ ଅଧିକ ଲୋକପ୍ରିୟତା ରହିଛି |

ବନ୍ଧୁଗଣ ଆପଣମାନେ ଓଡ଼ିଆ ହିରୋଇନ ଝିଲିକ୍ କୁ ବହୁତ ଭଲ ଭାବରେ ଜାଣିଥିବେ | ଗତ ଦୁଇ ବର୍ଷ ତଳେ ବିବାହ ବନ୍ଧନରେ ବାନ୍ଧି ହୋଇ ଥିଲେ ସୁକିନ୍ଦା ବିଧାୟକ ପ୍ରୀତିରଞ୍ଜନ ଘଡ଼ାଇ କୁ ବିବାହ କରି ଥିଲେ | ବାହାଘର ପରେ ସେ ସ୍ୱାମୀଙ୍କ ସହିତ ସମୟ ବିତାଇ ପାରୁ ନାହାନ୍ତି | ତେବେ ଏହାକୁ ନେଇ କଣ କହୁଛନ୍ତି ଝିଲିକ୍ | ଜାଣନ୍ତୁ :-

         ବର୍ତମାନ ଝିଲିକ୍ ଓଡ଼ିଆ ଚଳଚିତ୍ର ଦୁନିଆରୁ ଦୁରେଇ ଯାଇଛନ୍ତି | ପ୍ରୀତିରଞ୍ଜନ ଘଡ଼ାଇ ଜଣେ ବିଜେଡ଼ି ବରିଷ୍ଠ ବିଧାୟକ ତେଣୁ ସେଥିପାଇଁ କାମରେ ବ୍ୟସ୍ତ ରହୁଛନ୍ତି | ତେଣୁ ସେ ଝିଲିକ୍ କୁ ସମୟ ଦେଇ ପାରୁନାହାନ୍ତି l ଏହାକୁ ନେଇ କପ୍ଲେନ୍ କରିଛନ୍ତି | ସୋସିଆଲ ମିଡ଼ିଆରେ ଏହି କଥାକୁ ସେ 

 

Leave a Comment