ଅପରାଜିତା ଫୁଲର ଔଷଧୀୟ ଗୁଣ, ଜାଣନ୍ତୁ କଣ ରୋଗ ହୋଇଥାଏ ଭଲ

ଅପରାଜିତା ଫୁଲର ଅନେକ ଔଷଧୀୟ ଗୁଣ ରହିଥାଏ | ଏହି ଫୁଲର ଅନ୍ୟକ ନାମ ରହିଛି, ଏହାକୁ ଅଶ୍ୱଖୁରା ନାମରେ କୁହାଯାଏ | ଏହି ଫୁଲ ସାଧାରଣତ ଦୁଇଟି ରଙ୍ଗର ହୋଇଥାଏ | ଧଳା ଓ ନୀଳ ଦୁଇଟି ରଙ୍ଗର ଫୁଲ ଥାଏ | ନୀଳ ରଙ୍ଗର ଫୁଲ ଭଗବାନ ଶ୍ରୀ କୃଷ୍ଣଙ୍କ ପୂଜାରେ ଲାଗିଥାଏ, ତେଣୁ ଏହାକୁ କୃଷ୍ଣକାନ୍ତା କୁହାଯାଏ | ଧଳା ଫୁଲ ଭଗବାନ ବିଷ୍ଣୁକ ପାଖରେ ପୂଜାରେ ଲାଗିଥାଏ ଏବଂ ଏହି ଫୁଲ ବିଷ୍ଣୁକ ପ୍ରିୟ ହୋଇଥିବାରୁ | ଏହାର ନାମ ବିଷ୍ଣୁକାନ୍ତା କୁହାଯାଏ |

କିନ୍ତୁ ଆଜି ଆମେ ଜାଣିବା ଅପରାଜିତା ଫୁଲ ଦ୍ୱାରା କେଉଁ ରୋଗକୁ କିପରି ଭଲ କରାଯାଇଥାଏ |

୧. ମୁଣ୍ଡବ୍ୟଥା ଜନିତ ରୋଗ ହୋଇଥିଲେ ଏହାର ରସକୁ ନାକରେ ଦୁଇ ବୁନ୍ଦା ପକାଇବାରୁ ରୋଗ ଭଲ ହୋଇଥାଏ |

୨. ଅଂଶୁଘାତ ଜନିତ ରୋଗରୁ ରକ୍ଷା ପାଇବା ପାଇଁ ଏହାର ପତ୍ରକୁ ରସକୁ ମୁଣ୍ଡ କିମ୍ବା ତଳିପାଦ, ମୁହଁରେ ଲଗାଇବା ଦ୍ୱାରା ଏହା ଭଲ ହୋଇଥାଏ |

୩. ଜ୍ୱର ବାରମ୍ବାର ହେଉଥିଲେ ଫୁଲର ମୂଳକୁ ମାଳ କରି ପିନ୍ଧିବା ଦ୍ୱାରା ରୋଗ ଭଲ ହୋଇଥାଏ |

୪. ଗଳା ଖରାପ ଥିଲେ ଏହାର ପତ୍ରକୁ ବାଟି ତଣ୍ଟିରେ ଲଗାଇଲେ ଏହି ରୋଗ ଭଲନ୍ୟୁଜ ହୋଇଥାଏ |

Leave a Comment