ସ୍ୱାମୀ ସହ କରନ୍ତୁ ଏହି କାମ ଧନର ହେବ ବର୍ଷା

ବନ୍ଧୁଗଣ ଆମ ଭାରତୀୟ ସମାଜରେ ବହୁତ ଲୋକ ଏମିତି ଅଛନ୍ତି, ଯେକି ଧର୍ମକୁ ମାନିଥାନ୍ତି ଏବଂ ବହୁତ ଲୋକ ଏମିତି ବି ଅଛନ୍ତି ଯେଉଁମାନେ ଧର୍ମକୁ ମାନି ନଥାନ୍ତି | ବନ୍ଧୁଗଣ ସକାଳୁ ଉଠିବା ସ୍ୱାସ୍ଥ୍ୟ ପାଇଁ ବହୁତ ଭଲ ହୋଇଥାଏ | ଖାସ୍ କରି ସକାଳୁ ଜଲଦି ଉଠିବା କେବଳ ଏତିକି ନୁହେଁ ଶାସ୍ତ୍ରରେ କୁହାଯାଇଛି କି ସକାଳୁ ଉଠି କଣ କରିବା ଦରକାର ଏବଂ କ’ଣ ନକରିବା ଉଚିତ ହୋଇନଥାଏ | ଏମିତିରେ ଆମେ ଆଜି ଆପଣମାନଙ୍କୁ କହିବାକୁ ଯାଉଛୁକି ପ୍ରତ୍ୟେକ ମହିଳାମାନେ ସକାଳୁ ଉଠି କରି | ଏହି ସବୁ କାମ କରିବା ଦରକାର |ବନ୍ଧୁଗଣ ଚାଣକ୍ୟ ନୀତି ଅନୁସାରେ

୧. ପ୍ରଥମେ ସକାଳୁ ଉଠି ପାଣି ପିଇବା ଦରକାର ଏହା ଦ୍ୱାରା ଆପଣଙ୍କର ସ୍ୱାସ୍ଥ୍ୟକୁ ବହୁତ ଉପକାରିତା ମିଳିଥାଏ | ଏମିତି କରିବା ଦ୍ୱାରା ଆପଣଙ୍କର ବହୁତ ସାରା ରୋଗ ଦୂର ହୋଇଥାଏ | ସକାଳୁ ଉଠି ପାଣି ପିଇବା ଦ୍ୱାରା ପେଟ ସଫା ରହିଥାଏ ଏବଂ ପାଟିରେ ଥିବା ଲାଳ ଅଂଶ ପେଟକୁ ଚାଲି ଯାଇ ଥାଏ | ଯାହା ଦ୍ୱାରା ପେଟ ସମଧୀୟ ରୋଗ ଦୂର ହୋଇଥାଏ |ବନ୍ଧୁଗଣ ଚାଣକ୍ୟ ନୀତି ଅନୁସାରେ

୨. ଶାସ୍ତ୍ରରେ କୁହାଯାଇଛି କି ହାତର ପ୍ରଥମ ଭାଗ ପାପୁଲିରେ ଲଷ୍ମୀଙ୍କର ବାସ ହୋଇଥାଏ ମଧ୍ୟ ଭାଗରେ ସରସ୍ବତୀ ଏବଂ ମୂଳ ଭାଗରେ ଭଗବାନ ବିଷ୍ଣୁ ବାସ କରିଥାନ୍ତି | ଏହି କାରଣ ଅଛିକି ସକାଳୁ ଉଠି କରି ସର୍ବ ପ୍ରଥମେ ଦୁଇ ହାତର ପାପୁଲିକୁ ଯୋଡ଼ି କରି ଦେଖିବା ଉଚିତ ଏହା କରିବା ଦ୍ୱାରା ସମସ୍ତ ଦେବୀ ଦେବତା ଆପଣଙ୍କ ଉପରେ ପ୍ରସନ୍ନ ରହିବେ | ଆପଣଙ୍କ ଘରେ କେବେବି କୌଣସି ସମସ୍ୟା ଆସିବ ନାହିଁ |

3. ସ୍ୱାମୀଙ୍କ ସହିତ ପ୍ରେମ କରିବ, ଯଦି ମହିଳା ବିବାହ କରିଛି ସେମାନେ ସକାଳୁ ଉଠି ଯୁଗ କରିବା ଉଚିତ | ତାପରେ ନିଜ ସ୍ୱାମୀ ସହିତ ଟିକେ ପ୍ରେମ କରିବା ଉଚିତ | ଏହା କରିବା ଦ୍ୱାରା ଦୁଇ ଜଣକ ମଧ୍ୟରେ ଭଲ ପାଇବା ପଢ଼ିଥାଏ ଏବଂ ଆପଣଙ୍କର ସଂର୍ପକ ଅଧିକ ମଝଭୂତ ହୋଇଥାଏ | ଯାହା ଦ୍ୱାରା ଦେବୀ ଲଷ୍ମୀ ବି ଆପଣଙ୍କ ଉପରେ ପ୍ରସନ୍ନ ରହିବେ |

୪.ସକାଳୁ ଉଠି ଯଦି ଆପଣ ଶଙ୍ଖ କିମ୍ବା ମନ୍ଦିରର ଘଣ୍ଟିର ଶବ୍ଦ ଶୁଣିବାକୁ ପାଉଛନ୍ତି | ତେବେ ଏହା ଆପଣଙ୍କର ମନ ଭିତରେ ସକାରାତ୍ମକ ଉରଜା ଜାଗୃତ କରିଥାଏ | ଏହା ଦ୍ୱାରା ଆପଣଙ୍କର ପୁରା ଦିନର କାମ ବହୁତ ସୁରୁଖରେ ଚାଲିଥାଏ ଏବଂ ଆପଣଙ୍କୁ ଧନର ଅଭାବ ହୋଇ ନଥାଏ | ଆପଣଙ୍କ ଜୀବନ ସବୁ ବେଳେ ଖୁସିରେ ଭରି ରହିଥାଏ |

୫. ସକାଳୁ ଉଠି କରି ଯଦି ଆପଣ ଶୃଙ୍ଗାର ଭରା ସ୍ୱାହାଗିନୀ ସ୍ତ୍ରୀର ଦର୍ଶନ କରିଥାନ୍ତି | ଏହା ବହୁତ ଶୁଭ ମାନା ଯାଇ ଥାଏ | ଏହା ଆପଣଙ୍କୁ ଧନ ଲାଭର ସଂକେତ ଦେଇଥାଏ |

୬.ବହୁତ ଲୋକର ଏହା ଅଭ୍ୟାସ ଥାଏ ସକାଳୁ ଉଠି କରି ବିଛଣା ଉପରେ ବସି ଚା’ ପିଇଥାନ୍ତି ଏବଂ ସେମାନେ ବିନା ଦାନ୍ତ ଘଷି ଚା’ ପିଇଥାନ୍ତି | ଏହା କରିବା ଦ୍ୱାରା ରାହୁ ଏବଂ କେତୁଙ୍କର ପ୍ରଭାବ ପଡ଼ିଥାଏ | ଏହା ଦ୍ୱାରା ଆପଣଙ୍କର ଜୀବନରେ ବେକାରୀ ସମସ୍ୟା ଆସିବାକୁ ଲାଗେ ଏବଂ ସବୁ କାମ ବିଗିଡ଼ି ଯାଇଥାଏ | ଏଥି ପାଇଁ ବନ୍ଧୁଗଣ ଯଦି ସକାଳେ ବିଛଣା ଉପରେ ଚା’ ପିଉଛନ୍ତି ଯଦି ଦାନ୍ତ ଘଷି ସାରି ଚା’ ପିଅନ୍ତୁ |

 

 

Leave a Comment