ମୂଷା ଯଦି ଘରେ ବାସକରେ | ତାହାଲେ ” ଶୁଭ ନା ଅଶୁଭ ” – ଘଟଣା କଣ ଜଣାନ୍ତୁ

ବନ୍ଧୁଗଣ ଭଗବାନ ଗଣେଶକୁ ବୁଦ୍ଧି ଏବଂ ଜ୍ଞାନର ଦେବତା ମାନାଯାଏ | ତାଙ୍କ ବାହାନ ମୂଷା ଅଟେ | ମୂଷା ଯେଉଁ ପ୍ରକାରେ ବାସ୍ତୁକୁ କାଟି ଛୁଟ ଛୁଟ ଖଣ୍ଡ କରି ଦିଏ | ସେହି ପ୍ରକାରରେ ଆମକୁ ବି ବୁଦ୍ଧିର ପ୍ରଭାବରେ ଜୀବନରେ ସବୁ ସମସ୍ୟାକୁ ଅଲଗା କରି ବିସ୍ଲେସଣ କରିବା ଦରକାର |

ଆସନ୍ତୁ ଜାଣିବା କଳା ମୂଷା ବିଷୟରେ ଯଦି ଘରେ କଳା ମୂଷା ହଠାତ୍ ଅଧିକ ହୋଇଯାଏ | ତେବେ ବୁଝିଯିବା ଦରକାର ଘରର କେଉଁ ବ୍ୟକ୍ତି ଗର୍ଭର ରୋଗରେ ପଡ଼ି ପାରନ୍ତି | ସେଥି ପାଇଁ କଳା ମୂଷାକୁ ଘରୁ ବାହାର କରିବା ପାଇଁ କେଉଁ ନା କେଉଁ ଉପାୟ ନିଶ୍ଚିତ କରିବା ଦରକାର |

ଆଉ ଯେବେ ମୂଷା କାଠର ଜିନିଷକୁ କାଟିବା ଆରମ୍ଭ କରି ଦିଏ | ତେବେ ବୁଝିଯିବା ଦରକାର କି ସେହି ଘରେ କେଉଁ ବି ଖରାପ ଘଟଣା ହୋଇ ପାରେ କିମ୍ବା କୌଣସି ଦୁଃଖର ସମ୍ବାଦ ଆସିପାରେ |

ଯଦି କୌଣସି ଘରେ ଛୁଟ ପିଲା ଥିବା ଏବଂ ସେହି ପିଲାର କ୍ଷୀର ଦାନ୍ତ ଭାଗିବା ପରେ ମୂଷା ଯଦି ନେଇ ଯାଏ | ତେବେ ବୁଝିଯିବା ଦରକାର ପିଲାର ଦାନ୍ତ ଜୀବନ ସାରା ମଝଭୂତ ରହିବ |

ପିପୁଡ଼ିକୁ ଶୁଭମାନା ଯାଏ କିନ୍ତୁ ରଙ୍ଗ ପିପୁଡ଼ି ଘରକୁ ଆସିବା ଅଶୁଭ ହୋଇଥାଏ | ମାନାଯାଏ କି ଘରକୁ ଯଦି ରଙ୍ଗ ପିପୁଡ଼ି ଆସୁଛି, ତେବେ ଏହା କିଛି ସମସ୍ୟା ଆଡ଼କୁ ଇର୍ଷାରା କରୁଛି ଏବଂ କଳା ପିପୁଡ଼ି ଘରକୁ ଆସିବା ଉନ୍ନତିର ପ୍ରତିକ ହୋଇଥାଏ |

ଉତ୍ତର ଦିଗକୁ ଶୁଭ ମାନାଯାଏ | ଯଦି ଏହି ଦିଗରେ ସଫା ରହିଥାଏ | ତେବେ ଘରକୁ ଧନ ଆସିଥାଏ | ଯଦି ଏହି ଦିଗ ଖାଲି ଥିବ, ତେବେ ଧନହାନୀ ହୋଇଥାଏ |

Leave a Comment