ମା ଲଷ୍ମୀଙ୍କର ବାସ ସବୁବେଳେ ଏହି ମହିଳାଙ୍କର ଘରେ ରହିଥାନ୍ତି |

ଆମ ହିନ୍ଦୁ ଧର୍ମରେ ମହିଳାମାନଙ୍କୁ ଦେବୀଙ୍କ ରୂପରେ ଦେଖା ଯାଇଥାଏ | ମହିଳାମାନଙ୍କୁ ମା ଲଷ୍ମୀ, ମା ସରସ୍ବତୀ ଏବଂ ମା ପାର୍ବତୀ ରୂପରେ ମାନା ଯାଇଥାଏ | ପ୍ରତ୍ୟେକ ପୁରୁଷର ଅଧାଗିନୀ ହୋଇଥାନ୍ତି | ପୁରୁଷ ଜୀବନରେ ଉନ୍ନତିର କାରଣ ତାଙ୍କର ସ୍ତ୍ରୀକୁ ମାନା ଯାଇଛି | ଗରୁଡ଼ ପୁରାଣରେ ଶ୍ରେଷ୍ଟ ସ୍ତ୍ରୀ ଙ୍କ ବିଷୟରେ ବର୍ଣ୍ଣନା କରାଯାଇଛି | ଯେଉଁ ମହିଳାଙ୍କ ଭିତରେ ଏହି ୭ଟି ଲକ୍ଷଣ ରହିଥାଏ | ସେ ମା ଲଷ୍ମୀଙ୍କ ସ୍ୱରୂପ ମାନା ଯାଇଛି | ଏମିତି ମହିଳାଙ୍କ ପାଦ ଯେଉଁ ଘରେ ପ୍ରବେଶ କରିଥାଏ | ସେହି ଘରୁ ସବୁ ପ୍ରକାର ଦୁଃଖର ନାସ ହୋଇ ଯାଇଥାଏ | ଏହି ଭଳି ମହିଳା ଘରକୁ ପ୍ରବେଶ କରିବା ମାତ୍ରେ ସହି ଘରୁ ସବୁ ନକାତ୍ମକ ଶକ୍ତି, ଦୁଷ୍ଟ ଶକ୍ତି ସବୁ ନଷ୍ଟ ହୋଇ ଯାଇଥାଏ ଏବଂ ଘରେ ସବୁ ସବୃଦ୍ଧିରେ ଭରି ରହିଥାଏ | ସେହି ଭଳି ବ୍ୟକ୍ତିଙ୍କ ଭାଗ୍ୟ ଚମକି ଉଠିଥାଏ |

ଗରୁଡ଼ ପୁରାଣ ଅନୁସାରେ ମା ଲଷ୍ମୀ ରୂପୀ ପରି ମହିଳାଙ୍କ ଘରେ ସକାରାତ୍ମକ ଶକ୍ତି ଭାବରେ ମା ଲଷ୍ମୀ ପ୍ରବେଶ କରିଥାନ୍ତି | ଅତ୍ୟନ୍ତ ଦୁଃଖୀ, ଦରିଦ୍ରତା ଏବଂ ଭିକାରୀକୁ ମଧ୍ୟ ମା ଲଷ୍ମୀ ଧନ ପ୍ରାପ୍ତି କରି ଦେଇଥାନ୍ତି | ଏହା ମା ଲଷ୍ମୀଙ୍କର ମାୟା ହୋଇଥାଏ | ନିଜର ପ୍ରିୟ ଭକ୍ତଙ୍କ ଉପରେ କୃପାର ବର୍ଷା କରିଥାନ୍ତି | ଏଥି ପାଇଁ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ | ଗରୁଡ଼ ପୁରାଣରେ କୁହାଯାଇଥିବା ଏମିତି ମହିଳାଙ୍କ ଲକ୍ଷଣ ବିଷୟରେ |

 

୧. ସୂର୍ଯ୍ୟ ଉଦୟ ପୂର୍ବରୁ ଉଠୁଥିବା ମହିଳା | ଯେଉଁ ମହିଳା ସକାଳୁ ଉଠିଥାନ୍ତି ତାଙ୍କ ଉପରେ ମା ଲଷ୍ମୀ କୃପା ସବୁବେଳେ ରହିଥାଏ | ଯେଉଁ ମହିଳା ସୂର୍ଯ୍ୟ ଉଦୟ ପରେ ବି ଶୋଇ ଥାନ୍ତି ସେମାନେ ପାପ କର୍ମ କରିବା ଭଳି ହୋଇଥାଏ | ସୂର୍ଯ୍ୟ ଉଦୟ ପୂର୍ବରୁ ଉଠୁଥିବା ମହିଳା ସର୍ବଦା ଭଗବାନଙ୍କର କୃପା ପ୍ରାପ୍ତ କରିଥାନ୍ତି, ସେମାନଙ୍କର ଏହି ଭଳି ଅଭ୍ୟାସ ଯୋଗୁଁ ତାଙ୍କ ଘରେ ସୁଖ ସବୃଦ୍ଧି ଲାଗି ରହିଥାଏ |

୨. ଦେବ ପୂଜା କରୁଥିବା ମହିଳା | ଯେଉଁ ମହିଳା ନିତ୍ୟ କର୍ମ କରି ସ୍ଵଚ୍ଛ ବସ୍ତ୍ର ପିନ୍ଧି ଦେବୀ ଦେବ ତାଙ୍କର ପୂଜା କରିଥାନ୍ତି | ଏମିତି ମହିଳାଙ୍କର ଘରେ ମା ଲଷ୍ମୀ ବାସ କରିଥାନ୍ତି | ଯେଉଁ ମହିଳା ନିତ୍ୟ ସାନ୍ନ କରନ୍ତି ନାହିଁ, ଦେବ ପୂଜା କରନ୍ତି ନାହିଁ | ସେମାନଙ୍କ ଘରେ କେବେବି ମା ଲଷ୍ମୀ ବାସ କରନ୍ତି ନାହିଁ |

୩. ସଫା ସୁତରା ରଖିବା | ମା ଲଷ୍ମୀ କୃପା ପ୍ରାପ୍ତ ମହିଳା ସ୍ଵଚ୍ଛତା ପ୍ରିୟ ହୋଇଥାନ୍ତି | ଯେଉଁ ମହିଳାକ ଘରେ ସର୍ବଦା ସଫା ସୁତରା ରହିଥାଏ, ମା ଲଷ୍ମୀ ସେଠାରେ ବାସ କରନ୍ତି | ଯେଉଁ ଘରେ ସଫା ସୁତରା ପ୍ରତି ଧ୍ୟାନ ଦିଅନ୍ତି ନାହିଁ | ସେଠାରେ ମା ଲଷ୍ମୀ ବାସ କରନ୍ତି ନାହିଁ |

୪. ଦେବତାଙ୍କୁ ଜଳ ଅର୍ପଣ କରିଥିବା ମହିଳା | ଯେଉଁ ମହିଳା ପ୍ରତି ଦିନ ଦେବୀ ଦେବତାଙ୍କୁ ଜଳ ଅର୍ପଣ କରିଥାନ୍ତି ଏବଂ ତୁଳସୀ ଗଛରେ ଜଳ ଦେଇ ନମସ୍କାର କରନ୍ତି | ସେ ମହିଳାଙ୍କୁ ମା ଲଷ୍ମୀ ରୂପେ ମାନା ଯାଇଥାଏ | ଏମିତି ମହିଳାଙ୍କ ଘରେ ରୋଗ, ନଷ୍ଟ ପ୍ରବେଶ କରି ନଥାଏ |

୫. ସ୍ୱାମୀର ସେବା କରିବା | ଯେଉଁ ସ୍ତ୍ରୀ ପ୍ରତିଦିନ ସ୍ୱାମୀର ଚରଣ ଛୁଇଁ ଆଶୀର୍ବାଦ ନେଇଥାନ୍ତି | ଶୋଇବା ପୂର୍ବରୁ ଗୁଡ଼ ଚିପି ଥାନ୍ତି | ଏହି ପରି ମହିଳା ମା ଲଷ୍ମୀକର ଅତି ପ୍ରିୟ ହୋଇଥାନ୍ତି | ସମସ୍ତ ଜଗତର ଭଗବାନ ବିଷ୍ଣୁର ଚରଣ ମା ଲଷ୍ମୀ ଚିପିଥାନ୍ତି | ଯେଉଁ ସ୍ତ୍ରୀ ସାଧାରଣ ମଣିଷ ହୋଇ ମଧ୍ୟ ମା ଲଷ୍ମୀଙ୍କର ଅନୁସରଣ କରନ୍ତି ସେମାନେ ଦୂଭାଗ୍ୟ ଶାଳି ହୋଇଥାନ୍ତି | ସେଥିପାଇଁ ସ୍ତ୍ରୀ ମାନକୁ ନିଜ ସ୍ୱାମୀଙ୍କ ସେବା କରି ପୂର୍ଣ୍ଣ ପ୍ରାପ୍ତି କରିବା ଉଚିତ |

୬. ମିଠା କଥା କହୁଥିବା ମହିଳା ଯେଉଁ ମହିଳା ସବୁବେଳେ ମିଠା ବାଣୀ କୁହନ୍ତି | କେବେବି ଅନ୍ୟକୁ କଟୁ ଶବ୍ଦ କୁହନ୍ତି ନାହିଁ | ସେମାନେ ମା ଲଷ୍ମୀଙ୍କର ପ୍ରିୟ ହୋଇଥାନ୍ତି | ଯେଉଁ ମହିଳା କଟୁ କଥା କହିଥାନ୍ତି, କପଟ କରିଥାନ୍ତି ଏବଂ ସର୍ବଦା ଅନ୍ୟକୁ ଗାଳି ଦେଇଥାନ୍ତି | ଏମିତି ମହିଳାଙ୍କ ଘରେ ମା ଲଷ୍ମୀଙ୍କ ବାସ ହୋଇ ନଥାଏ |

୭. ସ୍ୱାଦିଷ୍ଟ ଭୋଜନ ଯେଉଁ ମହିଳାଙ୍କ ଘରେ ରୋଷେଇ କରିଥାନ୍ତି | ସେମାନେ ମା ଲଷ୍ମୀଙ୍କର କୃପା ପ୍ରାପ୍ତି କରିଥାନ୍ତି | ଯେଉଁ ସ୍ତ୍ରୀଙ୍କ ଦ୍ୱାରା ରୋଷେଇ ହୋଇଥିବା ଖାଦ୍ୟର ପ୍ରଶଂସା କରାଯାଇଥାଏ | ସେମାନେ ଭାଗ୍ୟ ଶାଳୀ ହୋଇଥାଏ | ଏମିତି ମହିଳାଙ୍କ ଘରେ ଭଗବାନ ଅନ୍ନ ଗ୍ରହଣ କରିବାକୁ ଆସିଥାନ୍ତି | କିନ୍ତୁ ଯେଉଁ ସ୍ତ୍ରୀ କ ଘରେ ଖାଦ୍ୟରେ ସ୍ୱାଦ ନଥାଏ | ଯେଉଁ ମହିଳା ଖାଦ୍ୟରେ ଥୁକନ୍ତି କିମ୍ବା ଜାଣିଶୁଣି ଅପବିତ୍ର ଭୋଜନ କରିଥାନ୍ତି ଏମିତି ମହିଳାଙ୍କ ଘରକୁ ଦଭାଗ୍ୟ ଆଣିଥାନ୍ତି |

 

 

ଯେଉଁ ଘରର ମହିଳା ଝାଡୁକୁ ଗୋଇଠା ଏବଂ ଝାଡୁକୁ ପାଦରେ ମାଡ଼ନ୍ତି | ସେଠାରେ କେବେବି ମା ଲଷ୍ମୀଙ୍କ ବାସ ହୋଇ ନଥାଏ | ଏମିତି ଘରେ ସବୁବେଳେ ଦରିଦ୍ରତା ଛାଇ ପରି ରହିଥାଏ | କୁହାଯାଏ ଝାଡୁରେ ମା ଲଷ୍ମୀଙ୍କର ବାସ ହୋଇଥାଏ | ସେଥି ପାଇଁ କେବେବି ଭୁଲରେ ଝାଡୁରେ ଗୁଡ଼ ଲଗାନ୍ତୁ ନାହିଁ |

ଯେଉଁ ମହିଳା ଚୂଲି ବା ଗ୍ୟାସରେ ଅଇଁଠା ରଖି ଶୋଇ ଯାଆନ୍ତି ଏମିତି ଘରକୁ ମା ଲଷ୍ମୀ କେବେବି ଆସନ୍ତି ନାହିଁ | ଏହା ଗରିବ ଏବଂ ଦୁଃଖର କାରଣ ହୋଇଥାଏ | ସେଥିପାଇଁ ଦିନ ବେଳା ହେଉ ବା ରାତିରେ ଚୂଲି ଅଇଁଠା ବାସନ ରଖନ୍ତୁ ନାହିଁ |

ଯେଉଁ ଘରର ମହିଳାମାନେ ଗୋଇଠା ମାରି ଘରର କବାଟ ଖୋଲିଥାନ୍ତି କିମ୍ବା ବନ୍ଦ କରିଥାନ୍ତି ସେଠାରେ ଧନର ଦେବୀ ମା ଲଷ୍ମୀ ବାସ କରନ୍ତି ନାହିଁ ଏବଂ ରାଗି ଯାଇଥାନ୍ତି |

ଯେଉଁ ଘରର ମହିଳା ରାତିରେ ଅଇଁଠା ବାସନ ଧୁଅନ୍ତି ନାହିଁ | ରାତି ସାରା ରୋଷେଇ ଘରେ ଛାଡି ଦିଅନ୍ତି | ତାହାଲେ ଗରିବକୁ ନିୟତ୍ରଣ କରିବା ଭଳି ହୋଇଥାଏ |

ଯେଉଁ ଘରର ମହିଳା ସନ୍ଧ୍ୟା ସମୟରେ ଝାଡୁ କରିଥାନ୍ତି | ସେହି ଘରେ ଦରିଦ୍ରତା ଆସିଥାଏ | ଏଥି ପାଇଁ ଏମିତି କରିବାଠାରୁ ଦୂରରେ ରୁହନ୍ତୁ |

Leave a Comment