ନରେନ୍ଦ୍ର ମୋଦି ଙ୍କ ଏକ ବଡ଼ ଅପଡ଼େଟ l ବ୍ୟାଙ୍କରେ ଖାତା ଥିଲେ, ଆକାଉଣ୍ଟ ରେ ମିଳିବ ୫ ଲକ୍ଷ ଟଙ୍କା l

 ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ବଡ଼ ଅପଡ଼େଟ ଦେଇଛନ୍ତି | ଯଦି ଆପଣଙ୍କ ପାଖରେ ଯେକୌଣସି ବ୍ୟାଙ୍କର ଆକାଉଣ୍ଟ ଅଛି, ତେବେ ଆପଣଙ୍କୁ ମିଳି ପାରିବ ପାଞ୍ଚ ଲକ୍ଷ ଟଙ୍କା ଯଦି କୌଣସି କାରଣରୁ ବ୍ୟାଙ୍କ ବୁଡ଼ି ଗଲା, ତାହାଲେ ଆପଣ କେତେ ଟଙ୍କା ପାଇପାରିବେ ?

 

ସାଧାରଣତଃ ଆଜି କାଲି ସମସ୍ତଙ୍କ ପାଖରେ ବ୍ୟାଙ୍କରେ ଆକାଉଣ୍ଟ ଅଛି ଏବଂ ବ୍ୟାଙ୍କ ଖାତାରେ ଲୋକମାନେ ଟଙ୍କା ରଖିଥାନ୍ତି | ତେବେ ଯଦି କୌଣସି ବ୍ୟାଙ୍କ ବନ୍ଦ ହୋଇଯାଏ ବା କୌଣସି କାରଣରୁ ବନ୍ଦ ହୋଇଯାଏ | ତେବେ ସେହି ବ୍ୟାଙ୍କ ଆକାଉଣ୍ଟ ଦେଖାଇଲେ କେନ୍ଦ୍ର ସରକାର ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଆପଣଙ୍କୁ ୧ ଲକ୍ଷ ଟଙ୍କା ଦେବା ପାଇଁ ପୂର୍ବରୁ ଘୋଷଣା କରିଥିଲେ | ବର୍ତ୍ତମାନ କିନ୍ତୁ ଏହାକୁ କେନ୍ଦ୍ର ସରକାର ପରିବର୍ତ୍ତନ କରି ୫ ଲକ୍ଷ ଟଙ୍କା ଦେବା ପାଇଁ ଘୋଷଣା କରିଛନ୍ତି |

 

ଯଦି ଆପଣଙ୍କ ଆକାଉଣ୍ଟରେ ୫ ଲକ୍ଷ ଟଙ୍କାରୁ ଅଧିକ ଟଙ୍କା ରହିଥାଏ | ତେବେ ସରକାର ୫ ଲକ୍ଷ ଟଙ୍କାର ଗ୍ୟାରେଣ୍ଟି ନେଇ ପାରିବେ ଏବଂ ତାହା ସହିତ ୫ ଲକ୍ଷ ରୁ କମ୍ ଟଙ୍କା ବ୍ୟାଙ୍କ ଆକାଉଣ୍ଟରେ ଥିଲେ ସମସ୍ତ ପଇସା ପାଇବେ | ଏହି ପଇସା ସେହି ସମୟରେ ପାଇଁ ପାରିବେ, ଯେଉଁ ସମୟରେ ବ୍ୟାଙ୍କ କୌଣସି କାରଣରୁ ବ୍ୟାଙ୍କ ଉଠି ଯାଏ କିମ୍ବା ବୁଡ଼ି ଯାଏ | ତାହାର ୯୦ ଦିନ ମଧ୍ୟରେ ଲୋକମାନେ ସରକାରଙ୍କ ଠାରୁ ଟଙ୍କା ଫେରସ୍ତ ପାଇପାରିବେ |

Leave a Comment