ଗୁରୁବାର ଦିନ କେଉଁ କାମ କଲେ ଶୁଭ ହୋଇଥାଏ , ଜାଣନ୍ତୁ !

ମାର୍ଗଶୀର ମାସ ଗୁରୁବାର ଦିନରେ ଭୁଲ ରେ ବି କରନ୍ତୁ ନାହିଁ, ଏହି ସବୁ କାମ | ହିନ୍ଦୁ ଧର୍ମରେ ଗୁରୁବାର ଦିନ ଦେବ ବୃହସ୍ପତିକୁ ପୂଜା କରାଯାଇ ଥାଏ | ଗୁରୁବାର ମା ଲଷ୍ମୀ ଙ୍କର ଅତି ପ୍ରିୟ ଦିନ ହୋଇଥାଏ | ଅନ୍ୟ ଗୁରୁବାର ଦିନ ଅପେକ୍ଷା ମାର୍ଗଶୀର ଗୁରୁବାର ବହୁତ ପ୍ରିୟ ବାର ହୋଇଥାଏ | ଏହି ଦିନ ମା ଲଷ୍ମୀଙ୍କୁ ପୂଜା କରିବା ଦ୍ୱାରା ମା ଲଷ୍ମୀଙ୍କର ଆଗମନ ଗୃହକୁ ହୋଇଥାଏ | ଜ୍ୟୋତିଷ ଶସ୍ତ୍ରରେ ବୃହସ୍ପତିକୁ ସାଧୁ ସନ୍ଥଙ୍କ ଦେବତା କୁହାଯାଏ | ଏହିପରି କି ଆମ ଜୀବନର ସୁଖର ଚାବି କାଠି ବୃହସ୍ପତିଙ୍କ ଠାରେ ରହିଥାଏ | ଯେଉଁ ବ୍ୟକ୍ତିଙ୍କ ଠାରେ ବୃହସ୍ପତିଙ୍କର କୃପା ରହିଥାଏ, କେବେବି ସେହି ବ୍ୟକ୍ତିକ ଜୀବନରେ ଦୁଃଖ ପ୍ରବେଶ କରି ନଥାଏ ଏବଂ ସେହି ବ୍ୟକ୍ତିର କେବେବି ଧନର ଅଭାବ ରହିନଥାଏ | ଏହା ସହିତ ସେହି ବ୍ୟକ୍ତି ଯେଉଁ କାର୍ଯ୍ୟରେ ହାତ ଦେଇ ଥାଏ | ସେହି କାର୍ଯ୍ୟ ସହଜରେ ହୋଇ ଯାଇ ଥାଏ |

ଯଦି ଆପଣ ଏହି ଗୁରୁବାର ଦିନ କିଛି ଏମିତି କାମ କରି ଦେଇଥାନ୍ତି | ତେବେ ଆପଣଙ୍କ ଘର ଉପରକୁ ସଙ୍କଟ ଆସିଥାଏ | ଯାହା ଦ୍ୱାରା ଆପଣଙ୍କ ଜୀବନ ଭଲରେ କଟି ନଥାଏ |

 

ଜାଣନ୍ତୁ ଏହି ଭୁଲ କାମ ଗୁଡ଼ିକ : –

* ଗୁରୁବାର ଦିନ ଘରର ମହିଳା ବାଳ ଧୋଇ ଥାଏ କିମ୍ବା  ଆପଣଙ୍କ ନଖ, ଦାଢ଼ି ବା ବାଳ     କାଟି ଥାନ୍ତି | ଏହା ଦ୍ୱାରା ଗୁରୁ ଗ୍ରହ ବହୁତ ରାଗି ଯାଇଥାନ୍ତି | ଏହା କରିବା ଦ୍ୱାରା     ରାହୁର କୃପା ଦେଖିବାକୁ ମିଳିଥାଏ | ରାହୁ ଯଦି ଗୁରୁ ଗ୍ରହ ଉପରେ ଭାରି ହୋଇଯାଏ | ତେବେ ଆପଣଙ୍କ ସବୁ କାର୍ଯ୍ୟ ଅସଫଳ ପ୍ରାପ୍ତ ହୋଇଥାଏ | ଏଥି ପାଇଁ ଘରର ମହିଳାମାନେ ବାଳ ଧୋଅନ୍ତୁ ନାହିଁ |

* ଗୁରୁବାର ଦିନ କୌଣସି ବ୍ୟକ୍ତିକୁ ଉଦ୍ଧାର ଦିଅନ୍ତୁ ନାହିଁ |  ଗୁରୁବାର ଦିନ ଉଦ୍ଧାର ଦେବା ଏବଂ ଉଦ୍ଧାର ନେବା ଉଚିତ ହୋଇନଥାଏ | ଯଦି ଆପଣ ଗୁରୁବାର ଦିନ କେଉଁ ବି ବ୍ୟକ୍ତିକୁ ଉଦ୍ଧାର ଦେଉଛନ୍ତି | ତାହାଲେ ଆପଣ କାଙ୍ଗାଳ ଅବସ୍ଥାକୁ ଆସି ଯାଇଥାନ୍ତି |

* ଯଦି ଗୁରୁବାର ଦିନ ଘର ସଫା ବା ଘର ପୁଛା ଲଗାଉଛନ୍ତି | ତେବେ ଆପଣଙ୍କର ଘରକୁ ଅନେକ ପ୍ରକାର ଦୁଘଟଣା ଘଟିଥାଏ | ଏହା ସହିତ ବାସ୍ତୁ ଦୋଷ ଏବଂ ନକାତ୍ମକକୁ ଅମନ୍ତ୍ରିତ କରିଥାଏ | ଯଦି ଗୁରୁବାର ଦିନ ଘରେ ପୁଛା ଲଗାଇବାକୁ ଚାହୁଁ ଥିଲେ, ପାଣିରେ ଲୁଣ ମିଶାଇ ପୁଛା ଲଗାଇ ପାରିବେ |

* ଗୁରୁବାର ଦିନ ସ୍ତ୍ରୀ, ମାତାପିତା, ଭଉଣୀ ଏବଂ କୌଣସି ମହିଳାଙ୍କ ସହିତ ଲଢେଇ ଝଗଡା କରନ୍ତୁ ନାହିଁ | ଏହା କରିବା ଦ୍ୱାରା ଗୁରୁ ଗ୍ରହର କୃପ୍ରଭାବ ପଡ଼ିଥାଏ | ଏହା ଦ୍ୱାରା ମା ଲଷ୍ମୀ ଅସନ୍ତୁଷ୍ଟ ହୋଇ ଥାନ୍ତି | ଯାହା ଫଳରେ ଆପଣଙ୍କ ଘରେ ସବୁ ସମୟରେ ଧନର ଅଭାବ ଦେଖା ଦେଇଥାଏ |

* ଯଦି ଆପଣଙ୍କ ସହିତ ସବୁ ସମୟରେ ଧନର ହାନୀ ହେଉଛି,  ଆପଣ ଯେଉଁ ବି କାର୍ଯ୍ୟ କଲେ ଅନେକ ସମସ୍ୟାର ସାମ୍ନା କରିବାକୁ ପଡୁଛି | ତେବେ ଆପଣ ଏହାଠାରୁ ମୁକ୍ତି ପାଇବାକୁ ଚାହୁଁ ଥିଲେ | ୫ଟି ଗୁରୁବାର ଆପଣ ବିନା ଛୁରୀ ବା ଧାରୁଆ ଜିନିଷରେ କଟା ନଯାଇ ଥିବା ପନିପରିବା ଖାଇବା ଉଚିତ | ଏହା କରିବା ଦ୍ୱାରା ରାହୁର କୁପ୍ରଭାବ ଆପଣଙ୍କ ଠାରୁ ଦୁରେଇ ରହିଥାଏ |

* ଗୁରୁବାର ଦିନ ଅଶ୍ୱତ ଗଛ ମୂଳରେ ପାଣି ଢାଳନ୍ତୁ ନାହିଁ | ଏହା କରିବା ଦ୍ୱାରା ଘରକୁ ଖରାପ ଶକ୍ତି ପ୍ରବେଶ କରିଥାଏ |

   ଯଦି ଆପଣ ଗୁରୁବାର ଦିନ ଛୁଟ ପିଲାକୁ, ଛୁଟ କନ୍ୟାକୁ ହଳଦିଆ ରଙ୍ଗର ଜିନିଷ ଦାନ କରନ୍ତୁ | ଏହା ଯଦି କରିପାରୁ ନାହାନ୍ତି | ତେବେ ଗୁରୁବାର ଦିନ ୧୨ଟି କଦଳୀ ଛୁଟ ପିଲାକୁ ବା ଭିକାରିମାନଙ୍କୁ ଦାନ କରନ୍ତୁ | ଯଦି ଆପଣ ଗୁରୁବାର ଦିନ ହଳଦୀ ପାଣିରେ ଗାଧେଇ ଥାନ୍ତି | ତେବେ ଦେବୀ ଦେବତାଙ୍କର ଆର୍ଶିବାଦ ରହିଥାଏ | ଗୁରୁବାର ଦିନ ମା ଲଷ୍ମୀଙ୍କ ପାଖରେ ନାଲ ରଙ୍ଗର କପଡ଼ାରେ କିଛି ଧାନ ବିଛାଇ ମା ଲଷ୍ମୀ ପାଖରେ ରଖନ୍ତୁ | ଏହା କରିବା ଦ୍ୱାରା ଆପଣର ଉପରେ ମା ଲଷ୍ମୀଙ୍କର କୃପା ରହିବ | ଯାହା ଫଳରେ ଆପଣଙ୍କର ଧନ ବୃଦ୍ଧି ହୋଇଥାଏ | କେବେବି ଧନ ଅଭାବ ରହିନଥାଏ | 

 

Leave a Comment